ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦାୟକ ଖବର ସାମ୍ନାକୁ ଅସିଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ସମସ୍ତ ସିନେ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏହି ଅଭିନେତାଙ୍କ ଦେହାନ୍ତରେ ସମଗ୍ର ସିନେ ଜଗତରେ ଶୋକର ଲହରୀ ଖେଳିଯାଇଛି । ମୃ-ତ୍ୟୁ କାହାକୁ କେମିତି ବି ଆସିପାରେ ହେଲେ ଭାଗ୍ୟ ଭଲ ଥିଲେ କିଏ ବର୍ତ୍ତି ଯାଉଛି ତ ଆଉ କିଏ ଜୀବନ ହାରୁଛି । ତେବେ ବର୍ତ୍ତମାନ ସମୟରେ ସିନେ ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏବେ ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଅଭିନେତା ତାଙ୍କର ଦେହାନ୍ତ ହୋଇଥିବା ଖବର ସିନେ ଜଗତରେ ଶୂନ୍ୟସ୍ଥାନ ଟାଣି ଦେଇଛି ।

ଏଇଠି କ୍ଲିିକି କରନ୍ତୁ ⬇️ ⬇️

ସେ କିଛି ମାସ ପୂର୍ବରୁ କ୍ୟାନସର ରୋଗରେ ଚିକିତ୍ସିତ ହେଉଥିଲେ । ସିନେମା ଜଗତରେ ଅଭିନେତା ତଥା ଜଣେ ସୁଳ୍ପ ନିର୍ମାତା ମଧ୍ୟ ଥିଲେ । ସେ ୨୦୦୧ରେ ଆଜୀବନ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତେବେ ଅଭିନେତା ତଥା ଫିଲ୍ମ୍ ନିର୍ମାତାଙ୍କ ପରଲୋକରେ ଅନେକ କଳାକାର ଭାଙ୍ଗି ପଡିଛନ୍ତି ଏବଂ ଶୋକର ଲହରୀ ଖେଳିଯାଇଛି । ୨୦୧୦ ରେ ସଲମାନ୍ ଖାନଙ୍କ ଅଭିନୀତ ବୀର ପ୍ରସ୍ତୁତ କରିଥିଲେ ବିଜୟ । ଶେଷଥର ପାଇଁ ଫିଲ୍ ଇନ୍ ଦ ପାୱାର ଫିଲ୍ମ୍ ନିର୍ମାଣ କରିଥିଲେ ।

ଯେଉଁଥିରେ ବିଦ୍ୟୁତ୍ ଜମୁଆଲ, ଶ୍ରୁତି ହାସନ୍, ହାକିର ହୁସେନ, କ୍ରୀତିକ ବାବର୍, ସଚ୍ଚିନ ଖଡ଼ଗର ଏବଂ ଯୀଶୁ ସିନେଗୁପ୍ତ ପ୍ରମୁଖ ସିନେମାରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ଯାହାର ନିର୍ଦ୍ଦେଶନା ଦେଇଥିଲେ ମହେଶ ମଞ୍ଜଳକର । ସୂଚନା ଅନୁଯାୟୀ ୨୦୨୧ ରେ ହଠାତ୍ ଲଣ୍ଡନରେ ତାଙ୍କର ମୃ-ତ୍ୟୁ ଘଟିଥିଲା । ସେ ବ୍ରିଟେନ ଗ୍ରସ୍ତରେ କିଛି ମାସ ପାଇଁ କ୍ୟାନସର ରୋଗର ଚିକିତ୍ସା ପାଇଁ ତିନି ମାସ ପୂର୍ବରୁ ଲଣ୍ଡନ ଯାଇଥିଲେ । ତେବେ ଆଉ ନାହାଁନ୍ତି ଏହି ସଫଳ ଫିଲ୍ମ୍ ନିର୍ମାତା ବିଜୟ ଗାଲେନ୍ । ସେ ଲଣ୍ଡନରେ ଦେହତ୍ୟାଗ କରିଥିଲେ । ତାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

By admin

Leave a Reply

Your email address will not be published. Required fields are marked *