ଭୁବନେଶ୍ୱର: ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।ଏହାପରେ ଦିନେ ଦୁଇ ଭିତରେ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। 

ଏଇଠି କ୍ଲିିକି କରନ୍ତୁ ⬇️ ⬇️

କୋଭିଡ୍ ଭିତରେ ନିର୍ବାଚନ ହେବାକୁ ଥିବାରୁ ସମସ୍ତଙ୍କ ନଜର ଗାଇଡଲାଇନ୍ ଉପରେ ରହିଛି। ସେପଟେ ଭୋଟର୍ ଲିଷ୍ଟ ପ୍ରସ୍ତୁତିରେ ଚଂଚକତା ହୋଇଥିବା ଅଭିଯୋଗ ଆଣିଛି ବିଜେପି।

By admin

Leave a Reply

Your email address will not be published. Required fields are marked *