ଆଜିର ଏହି ବିକଶିତ ଟେକ୍ନିକାଲ ଯୁଗରେ ଲୋକ ମାନେ ବିପୁଳ ପରିମାଣରେ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି । ସେମାନେ ସୋସିଆଲ ମିଡ଼ିଆ ସହିତ ଓତଃପ୍ରୋତ ଭାବେ ଯୋଡି ହୋଇ ରହୁଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଜୀବନ୍ତ ଘଟଣା ର ଦୃଶ୍ୟ ଦେଖିବା କୁ ମିଳିଥାଏ ।

ଏଇଠି କ୍ଲିିକି କରନ୍ତୁ ⬇️ ⬇️

ତେବେ ସୋସିଆଲ ମିଡିଆରେ ଦେଖିବା କୁ ମିଳୁଥିବା ଭିଡିଓ ସମୂହ ମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ସୂଚନା ପ୍ରଦାନ କରିଥାଏ ତ କିଛି ଭିଡିଓ ମନରୋଞ୍ଜନ ପାଇଁ ସୁରାକ ଯୋଗାଇ ଥାଏ । ତେବେ ଅନେକ ସମୟରେ ଏପରି କିଛି ଭିଡିଓ ଲୋକ ମାନଙ୍କ ସାମ୍ନାକୁ ଆସିଥାଏ ଯାହା ଲୋକମାନଙ୍କୁ ସାମାନ୍ୟ ଚକିତ କରିବା ସହିତ ମନରେ ନିନ୍ଦନୀୟତା ର ଏକ ଆଭାସ ଭରି ଦେଇଥାଏ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ସେଲିବ୍ରେଟି ମାନେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସମୟେ ସମୟେ ସେମାନେ ନିଜ ସୋସିଆଲ ଆକାଉଣ୍ଟ ରେ ଏପରି କିଛି ଭିଡିଓ ପୋଷ୍ଟ କରିଥାନ୍ତି, ଯାହା ସମସ୍ତଙ୍କୁ ଚକିତ କରି ଦେଇଥାଏ । ତେବେ ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ବଲିଉଡ ତଥା ହଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ ନିଶ୍ଚିୟ । ପ୍ରିୟଙ୍କା ତାଙ୍କର ହଟ ଫିଗର, ବୋଲ୍ଡ ଲୁକ ଏବଂ ଆକର୍ଷଣୀୟ ଅଭିନୟ ଚାତୁରୀରେ ଲୋକ ଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ହଲିଉଡ଼ ସିଙ୍ଗର ନିକ ଙ୍କୁ ବିବାହ କରିଛନ୍ତି ।

କିଛି ଦିନ ତଳେ ପ୍ରିୟଙ୍କା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ସାମାନ୍ୟ ଚକିତ ହେବା ସହିତ ସାମାନ୍ୟ ଚିନ୍ତିତ ମଧ୍ୟ ହୋଇଯିବେ । ମାତ୍ର ଏହା ପଛର ପ୍ରକୃତ କାରଣ ଜାଣିଲେ ଆପଣଙ୍କ ଚିନ୍ତା ଦୂର ହୋଇଯିବ । ଜଣେ ଅଜଣା ଯୁବକ ଆସି ପ୍ରିୟଙ୍କା ଙ୍କୁ ପଛ ପଟରୁ ହଗ କରି ଦୁର୍ବ୍ୟବହାର କରୁଥିବା ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ।

ତେବେ ପ୍ରିୟଙ୍କା ଙ୍କର ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହେଉଛି । ପ୍ରକୃତରେ ପ୍ରିୟଙ୍କା ଙ୍କ ସହ ଏପରି କିଛି ହେଲେ ହୋଇ ନାହିଁ । ଅର୍ଥାତ ତାଙ୍କ ସହ ବାସ୍ତବ ଜୀବନ ରେ କେହି ଏପରି ଦୁର୍ବ୍ୟବହାର କରି ନାହାଁନ୍ତି । ଏହି ଭିଡିଓ ହେଉଛି ତାଙ୍କ ରିଲସ ଲାଇଫ ସମ୍ବନ୍ଧୀତ ଭିଡିଓ । ଅର୍ଥାତ ପ୍ରିୟଙ୍କା ଙ୍କର ଆଗକୁ ଆସୁଥିବା ହଲିଉଡ଼ ଫିଲ୍ମ “ଇଜତ ଟୂଟ ରୋମାନ୍ସ” ର ଏହା ଏକ ସିନ୍ ଅଟେ ।

ଏହି ଫିଲ୍ମ ର ପ୍ରଥମ ସୁଟିଂ ନିୟୁ ୟର୍କ ରେ କରା ଯାଇଥିଲା । ଏହି ଫିଲ୍ମ ର ଏକ ସିନ୍ ରେ ପ୍ରିୟଙ୍କା କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ସେ ଚେତାଶୂନ୍ୟ ହୋଇ ଯାଇଛନ୍ତି । ଆଉ ଏହି ସୁଯୋଗରେ ଜଣେ ଯୁବକ ତାଙ୍କ ସହ ଖରାପ କାର୍ଯ୍ୟ କରିଛନ୍ତି ।
ଆଉ ତାଙ୍କର ଚେତା ଫେରିଲା ବେଳକୁ ସେ ନିଜକୁ ଏପରି ଏକ ଅବସ୍ଥାରେ ଦେଖି ବିଚଳିତ ହୋଇ ଯାଇଛନ୍ତି । ପରେ ଏହି ସିନ୍ ଟି ତାଙ୍କର ରହିଛି ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

By admin

Leave a Reply

Your email address will not be published. Required fields are marked *